ଅର୍ଥ : ଅସାବଧାନ ରହିବା ଅବସ୍ଥା
ଉଦାହରଣ :
ଅସାବଧାନତା ଯୋଗୁଁ ମୋହନର ଗୋଟିଏ ଗାଡ଼ି ସହିତ ଧକ୍କା ହେଲା
ସମକକ୍ଷ : ଅନ୍ୟମନସ୍କତା, ଅମନଯୋଗିତା, ସାବଧାନହୀନତା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଅସାବଧାନ ସହିତ ବା ବିନା ସାବଧାନରେ
ଉଦାହରଣ :
ସେ ଅସାବଧାନତା ସହ ସିଡ଼ି ଉପରେ ଚଢ଼ୁଥିଲା ଓ ପଡ଼ିଗଲା
ସମକକ୍ଷ : ଅସାବଧାନୀ, ଧ୍ୟାନହୀନତା
ଅନ୍ୟ ଭାଷାରେ ଅନୁବାଦ :
असावधानी के साथ या बिना सावधनी के।
वह असावधानतः सीढ़ी पर चढ़ रहा था और गिर गया।Without caution or prudence.
One unfortunately sees historic features carelessly lost when estates fall into unsympathetic hands.