ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅସହଯୋଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅସହଯୋଗ   ବିଶେଷ୍ୟ

ଅର୍ଥ : ସହଯୋଗ ନଦେବାର କ୍ରିୟା ବା ଭାବ

ଉଦାହରଣ : ମୋର କାମରେ ପରିବାରର ଅସହଯୋଗ ସବୁବେଳେ ବାଧକ ସାଜୁଛି

ସମକକ୍ଷ : ଅସହଯୋଗିତା


ଅନ୍ୟ ଭାଷାରେ ଅନୁବାଦ :

सहयोग न देने की क्रिया या भाव।

मेरे काम में परिवार का असहयोग हमेशा बाधक रहा है।
असहकारिता, असहभाग, असहयोग, असहयोगिता

ଅର୍ଥ : ଗାନ୍ଧିଜୀଙ୍କ ଦ୍ୱାରା ପରିଚାଳିତ ହୋଇଥିବା ଗୋଟିଏ ଆନ୍ଦୋଳନ

ଉଦାହରଣ : ଜନତାଙ୍କ ଅସନ୍ତୋଷ ପ୍ରକଟ କରିବା ହିଁ ଅସହଯୋଗ ଆନ୍ଦୋଳନର ମୁଖ୍ୟ ଉଦ୍ଦେଶ୍ୟ ଥିଲା

ସମକକ୍ଷ : ଅସହଯୋଗ ଆନ୍ଦୋଳନ


ଅନ୍ୟ ଭାଷାରେ ଅନୁବାଦ :

गाँधी जी द्वारा चलाया गया एक आंदोलन।

जनता का असंतोष प्रकट करना असहयोग आंदोलन का मुख्य उद्देश्य था।
असहयोग आंदोलन, असहयोग आन्दोलन