ଅର୍ଥ : ବହୁତ ଅଧିକ
ଉଦାହରଣ :
ବହୁସଂଖ୍ୟକ ଭାରତୀୟଂକ ଏହି ମତ ଯେ, ଆଡ୍ଭାନି ଜିନ୍ନାଙ୍କୁ ଧର୍ମନିରପେକ୍ଷ କହିବା ଉଚିତ ନୁହେଁ
ସମକକ୍ଷ : ବହୁସଂଖ୍ୟକ
ଅନ୍ୟ ଭାଷାରେ ଅନୁବାଦ :
बहुत अधिक।
अधिसंख्य भारतीयों की यह राय है कि आडवानी का जिन्ना को धर्मनिरपेक्ष कहना उचित नहीं है।More than is needed, desired, or required.
Trying to lose excess weight.ଅର୍ଥ : ଯାହା ଗଣାଯାଇପାରେ ନାହିଁ
ଉଦାହରଣ :
ଆଜି ସଭାରେ ଅସଂଖ୍ୟ ବ୍ୟକ୍ତି ଯୋଗ ଦେଇଥିଲେ
ସମକକ୍ଷ : ଅଗଣନ, ଅଗଣନୀୟ, ଅଗଣିତ, ଅଶେଷ, ବେସୁମାରୀ
ଅନ୍ୟ ଭାଷାରେ ଅନୁବାଦ :
Too numerous to be counted.
Countless hours.