ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଷ୍ଟାଙ୍ଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଷ୍ଟାଙ୍ଗ   ବିଶେଷ୍ୟ

ଅର୍ଥ : ଯୋଗ କ୍ରିୟାର ଅଷ୍ଟ ପ୍ରକାରଭେଦ

ଉଦାହରଣ : ଯମ, ନିୟମ,ଆସନ,ପ୍ରାଣାୟମ,ପ୍ରତ୍ୟାହାର,ଧାରଣା,ଧ୍ୟାନ ଏବଂ ସମାଧି ଏସବୁ ଅଷ୍ଟାଙ୍ଗ ମାର୍ଗ


ଅନ୍ୟ ଭାଷାରେ ଅନୁବାଦ :

योग की क्रिया के आठ भेद।

यम, नियम, आसन, प्राणायाम, प्रत्याहार, धारण, ध्यान और समाधि - ये अष्टांग हैं।
अष्टांग, अष्टाङ्ग

ଅର୍ଥ : ଆୟୁର୍ବେଦର ଅଷ୍ଟ ବିଭାଗ

ଉଦାହରଣ : ଶଲ୍ୟ, ଶାଲାକ୍ୟ, କାୟ-ଚିକିତ୍ସା, ଭୂତବିଦ୍ୟା, କୌମାରଭୃତ୍ୟ,ଅଗଦ-ତନ୍ତ୍ର ଏବଂ ବାଜୀକରଣ ଏସବୁ ଅଷ୍ଟାଙ୍ଗ ବିଦ୍ୟା

ସମକକ୍ଷ : ଅଷ୍ଟାଙ୍ଗ ବିଦ୍ୟା


ଅନ୍ୟ ଭାଷାରେ ଅନୁବାଦ :

आयुर्वेद के आठ विभाग।

शल्य, शालाक्य, काय - चिकित्सा, भूतविद्या, कौमारभृत्य, अगद - तंत्र और बाजीकरण - ये अष्टांग हैं।
अष्टांग, अष्टाङ्ग

ଅର୍ଥ : ସୂର୍ଯ୍ୟଙ୍କୁ ଅର୍ପଣ କରାଯାଉଥିବା ଅର୍ଘ୍ୟ ଯେଉଁଥିରେ ଆଠଟି ପଦାର୍ଥ ଥାଏ

ଉଦାହରଣ : ଜଳ,କ୍ଷୀର,କୁଶାଗ୍ର,ମହୁ,ଦହି, ଘିଅ,ରକ୍ତଚନ୍ଦନ ଏବଂ କନିଅର ଆଦି ଅଷ୍ଟାଙ୍ଗ ଅନ୍ତର୍ଗତ


ଅନ୍ୟ ଭାଷାରେ ଅନୁବାଦ :

सूर्य को दिया जाने वाला वह अर्घ जिसमें आठ पदार्थ होते हैं।

अष्टांग में जल, क्षीर, कुशाग्र, मधु, दही, घी, रक्तचंदन और करवीर होते हैं।
अष्टांग, अष्टाङ्ग

ଅର୍ଥ : ଶରୀରର ଆଠ ଅଙ୍ଗ

ଉଦାହରଣ : ପାଦ,ଜାନୁ,ହାତ,ଛାତି,ମୁଣ୍ଡ,ବଚନ, ଦୃଷ୍ଟି ଏବଂ ବୁଦ୍ଧି ଏସବୁ ଅଷ୍ଟାଙ୍ଗ,ଏମାନଙ୍କଦ୍ୱାରା ପ୍ରଣାମ କରିବାର ବିଧାନ ରହିଛି


ଅନ୍ୟ ଭାଷାରେ ଅନୁବାଦ :

शरीर के आठ अंग।

जानु, पद, हस्त, उर, सिर, वचन, दृष्टि और बुद्धि - ये अष्टांग हैं जिनसे प्रणाम करने का विधान है।
अष्टांग, अष्टाङ्ग

ଅଷ୍ଟାଙ୍ଗ   ବିଶେଷଣ

ଅର୍ଥ : ଯାହାର ଆଠଟି ଅଙ୍ଗ ଥାଏ

ଉଦାହରଣ : ଏହି ବସ୍ତୁ ହେଉଛି ଅଷ୍ଟାଙ୍ଗ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବାପାଇଁ ପଣ୍ଡିତେ ଅଷ୍ଟାଙ୍ଗ ଦ୍ରବ୍ୟ ମଗାଇଲେ


ଅନ୍ୟ ଭାଷାରେ ଅନୁବାଦ :

आठ अवयवों या घटकों वाला।

सूर्य को अर्घ्य देने के लिए पंडित ने अष्टांग द्रव्य मँगाया।
अष्टांग, अष्टाङ्ग

Having eight sides.

eight-sided