ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଷ୍ଟାକପାଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଷ୍ଟାକପାଳ   ବିଶେଷ୍ୟ

ଅର୍ଥ : ଆଠଟି ମାଟିପାତ୍ର ବା ଖପରାରେ ପକାଯାଉଥିବା ଅଟା ପ୍ରସ୍ତୁତ ଛୋଟ ପିଠା

ଉଦାହରଣ : ଶେଷରେ ଯଜ୍ଞରେ ଅଷ୍ଟାକପାଳକୁ ଆହୁତି ଦିଆଗଲା


ଅନ୍ୟ ଭାଷାରେ ଅନୁବାଦ :

आठ मिट्टी के पात्रों या खप्परों में पकाया हुआ पुरोडाश।

अंततः यज्ञ में अष्टाकपाल की आहुति दे दी गई।
अष्टाकपाल

ଅର୍ଥ : ଅଷ୍ଟାକପାଳ ଅଟାପିଠା ଯେଉଁ ଯଜ୍ଞରେ ଆହୁତି ଦିଆଯାଏ

ଉଦାହରଣ : ଅଷ୍ଟାକପାଳର ସମାପ୍ତି ପରେ ପଣ୍ଡିତମାନଙ୍କୁ ଭୋଜି ଦିଆଗଲା


ଅନ୍ୟ ଭାଷାରେ ଅନୁବାଦ :

वह यज्ञ जिसमें अष्टाकपाल पुरोडाश की आहुति दी जाती है।

अष्टाकपाल की समाप्ति के बाद पंडितों को भोजन कराया गया।
अष्टाकपाल

The public performance of a sacrament or solemn ceremony with all appropriate ritual.

The celebration of marriage.
celebration, solemnisation, solemnization