ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଷ୍ଟକା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଷ୍ଟକା   ବିଶେଷ୍ୟ

ଅର୍ଥ : ମାର୍ଗଶିର, ପୁଷ,ମାଘ ଓ ଫାଲ୍ଗୁନ ମାସର କୃଷ୍ଣପକ୍ଷ ଅଷ୍ଟମୀ

ଉଦାହରଣ : ଅଷ୍ଟକାରେ ମାତୃଶ୍ରାଦ୍ଧ କରାଯାଇଥାଏ


ଅନ୍ୟ ଭାଷାରେ ଅନୁବାଦ :

अगहन, पूस, माघ तथा फाल्गुन के महीने की कृष्णपक्ष की अष्टमी।

अष्टका में मातृक श्राद्ध किया जाता है।
अष्टका

ଅର୍ଥ : ଅଷ୍ଟମୀଦିନ କରାଯାଉଥିବା ଶ୍ରାଦ୍ଧ

ଉଦାହରଣ : ଏଥର ଅଷ୍ଟକା ପାଇଁ ମୁଁ ଆସି ପାରିବି ନାହିଁ


ଅନ୍ୟ ଭାଷାରେ ଅନୁବାଦ :

पितृपक्ष में अष्टमी के दिन किया जाने वाला श्राद्ध।

इस बार अष्टका के लिए मैं नहीं आ पाउँगा।
अष्टका

ଅର୍ଥ : ଅଷ୍ଟମୀଦିନ ହେଉଥିବା କାର୍ଯ୍ୟ

ଉଦାହରଣ : ଅଷ୍ଟକା ପାଇଁ ଗାଁକୁ ଯିବାକୁହେବ


ଅନ୍ୟ ଭାଷାରେ ଅନୁବାଦ :

अष्टमी के दिन होने वाला कृत्य।

अष्टका के लिए गाँव जाना है।
अष्टका