ଅର୍ଥ : ଯେଉଁ ସମୟରେ ଚନ୍ଦ୍ରମା ଅଶ୍ୱିନୀ ନକ୍ଷତ୍ରରେ ଥାଆନ୍ତି
ଉଦାହରଣ :
ମୋ ପୁତୁରାର ଜନ୍ମ ଅଶ୍ୱିନୀ ନକ୍ଷତ୍ରରେ ହୋଇଛି
ସମକକ୍ଷ : ଅଶ୍ୱିନୀ ନକ୍ଷତ୍ର
ଅନ୍ୟ ଭାଷାରେ ଅନୁବାଦ :
वह समय जब चन्द्रमा अश्विनी नक्षत्र में होता है।
मेरे भतीजे का जन्म अश्विनी नक्षत्र में हुआ है।ଅର୍ଥ : ଚନ୍ଦ୍ରର ମାର୍ଗରେ ପଡ଼ୁଥିବା ପ୍ରଥମ ନକ୍ଷତ୍ର
ଉଦାହରଣ :
ଅଶ୍ୱିନୀ ନକ୍ଷତ୍ର ପରେ ଭରଣୀ ନକ୍ଷତ୍ର ଆସେ
ସମକକ୍ଷ : ଅଶ୍ୱିନୀ ନକ୍ଷତ୍ର
ଅନ୍ୟ ଭାଷାରେ ଅନୁବାଦ :
चन्द्रमा के मार्ग में पड़नेवाला पहला नक्षत्र।
अश्विनी नक्षत्र के बाद भरणी नक्षत्र आता है।