ଅର୍ଥ : ଫଳିତ ଜ୍ୟୋତିଷ ଅନୁସାରେ ଅଶୁଭ ଗ୍ରହ
ଉଦାହରଣ :
ଶନି, ରାହୁ, କେତୁଆଦିଙ୍କୁ ଅଶୁଭ ଗ୍ରହ ଭାବେ ଗ୍ରହଣ କରାଯାଏ
ସମକକ୍ଷ :
କୁଗ୍ରହ, ଖରାପ ଗ୍ରହ, ଦୁର୍ଗ୍ରହ, ଦୁଷ୍ଟ ଗ୍ରହ, ମନ୍ଦ ଗ୍ରହ
ଅନ୍ୟ ଭାଷାରେ ଅନୁବାଦ :
फलित ज्योतिष के अनुसार अशुभ ग्रह।
शनि, राहु, केतु आदि को दुर्ग्रह माना गया है।
अशुभ ग्रह,
दुर्ग्रह