ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଶରା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଶରା   ବିଶେଷ୍ୟ

ଅର୍ଥ : ମହରମ ମାସର ଦଶଦଶ ଦିନର ପ୍ରତ୍ୟେକ ଭାଗ

ଉଦାହରଣ : ରମଜାନ ମାସର ପ୍ରଥମ ଅଶରା ରହମତଙ୍କୁ ଦ୍ବିତୀୟ ଅଶରା ମଗଫିରତ ବା ମୁକ୍ତିଙ୍କୁ ତଥା ତୃତୀୟ ଅଶରା ଜହନ୍ନୁମଙ୍କୁ ନିଜାତ ଦେବା ନିମନ୍ତେ ହୋଇଥାଏ


ଅନ୍ୟ ଭାଷାରେ ଅନୁବାଦ :

मुहर्रम के महीने का दस-दस दिन का प्रत्येक भाग।

रमजान के महीने में पहला अशरा रहमत का दूरसा अशरा मगफिरत या मुक्ति का तथा तीसरा अशरा जहन्नुम से निजात दिलाने का होता है।
अशरा

ଅର୍ଥ : ମହରମର ଦଶମ ଦିନ

ଉଦାହରଣ : ଅଶରାଦିନ ମସଜିଦରେ ମୌଲବୀ କର୍ବଲାର କାହାଣୀ ଏବଂ ଜୀବନଦାନ ଉପରେ ବୟାନ ରଖିଥାନ୍ତି


ଅନ୍ୟ ଭାଷାରେ ଅନୁବାଦ :

मुहर्रम का दसवाँ दिन।

अशरा को मस्जिद में धर्मगुरु कर्बला की दास्तान व शहादत पर बयान फरमाएँगे।
अशरा