ଅର୍ଥ : ଜ୍ଞାନର ଅପୂର୍ଣ୍ଣତା
ଉଦାହରଣ :
ନିଜର ଅଳ୍ପଜ୍ଞାନ ଉପରେ ଅବଶୋଷ କରି ନିଜର ଜ୍ଞାନବର୍ଦ୍ଧନ କର
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଅଳ୍ପଜ୍ଞ ହେବାର ଅବସ୍ଥା ଅବା ଭାବ
ଉଦାହରଣ :
ସେ ନିଜର ଅଳ୍ପଜ୍ଞାନକୁ ନେଇ ଗର୍ବ କରୁଛି
ଅନ୍ୟ ଭାଷାରେ ଅନୁବାଦ :