ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବହୁତ କମ୍ ସମୟ
ଉଦାହରଣ : ସ୍ୱାମୀ ବିବେକାନନ୍ଦ ଅଳ୍ପସମୟରେ ହିଁ ପ୍ରସିଦ୍ଧ ହୋଇଗଲେ
ସମକକ୍ଷ : ଅଳ୍ପକାଳ, କମ୍ ସମୟ
ଅନ୍ୟ ଭାଷାରେ ଅନୁବାଦ :हिन्दी English
बहुत थोड़ा समय।
A short time.
ଅର୍ଥ : ବହୁତ କମ୍ ସମୟପାଇଁ
ଉଦାହରଣ : ମା ଭାଇକୁ ଅଳ୍ପ ସମପାଇଁ ମଧ୍ୟ ଏକାକୀ ଛାଡ଼ନ୍ତିନାହିଁ
ସମକକ୍ଷ : ନିମିଷ ମାତ୍ର
बहुत कम समय के लिए।
For an instant or moment.
ସଂସ୍ଥାପନ କରନ୍ତୁ