ଅର୍ଥ : ଅଳିଆ ଆବର୍ଜନାର ଗଦା
ଉଦାହରଣ :
ଗାଁଆରେ ଦୀପାବଳୀ ଦିନ ଅଳିଆ ଗଦାରେ ବି ଦୀପ ଜଳାହୁଏ
ଅନ୍ୟ ଭାଷାରେ ଅନୁବାଦ :
An accumulation of refuse and discarded matter.
garbage heap, junk heap, junk pile, refuse heap, rubbish heap, scrapheap, trash heap, trash pile