ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଲୌକିକତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଲୌକିକତା   ବିଶେଷ୍ୟ

ଅର୍ଥ : ବିସ୍ମୟକାରୀ ହେବାର ଅବସ୍ଥା ବା ଭାବ

ଉଦାହରଣ : ପ୍ରଭୁଙ୍କ ବିସ୍ମୟକାରିତାର ବୋଧ ଆମସମସ୍ତଙ୍କୁ ବେଳେବେଳେ ହୋଇଥାଏ

ସମକକ୍ଷ : ବିଚିତ୍ରତା, ବିସ୍ମୟକାରିତା


ଅନ୍ୟ ଭାଷାରେ ଅନୁବାଦ :

विस्मयकारी होने की अवस्था या भाव।

प्रभु की विस्मयकारिता का बोध हम सभी को समय-समय पर होते रहता है।
अद्भुतता, विचित्रता, विचित्रपन, विस्मयकारिता