ଅର୍ଥ : ଦୁର୍ଲ୍ଲଭ ହେବାର ଅବସ୍ଥା ବା ଭାବ
ଉଦାହରଣ :
ଖରାଦିନେ ପାଣି ଅଭାବ ହୁଏ
ସମକକ୍ଷ : ଅଭାବ, ଅସୁଲଭ, କମ୍, ଦୁର୍ଲ୍ଲଭ
ଅନ୍ୟ ଭାଷାରେ ଅନୁବାଦ :
The state of needing something that is absent or unavailable.
There is a serious lack of insight into the problem.ଅର୍ଥ : ଯାହା ପ୍ରାପ୍ତ ହୋଇନାହିଁ
ଉଦାହରଣ :
ପରିଶ୍ରମୀ ବ୍ୟକ୍ତି ନିମନ୍ତେ ଦୁନିଆରେ କିଛି ବି ଅପ୍ରାପ୍ତ ନୁହେଁ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହା ଉପଲବ୍ଧ ନୁହେଁ
ଉଦାହରଣ :
ବେଳେ ବେଳେ ପିଲାମାନେ ଅନୁପଲବ୍ଧ ବସ୍ତୁ ମାଗି ଦିଅନ୍ତି
ସମକକ୍ଷ : ଅନୁପଲବ୍ଧ, ଅପ୍ରାପ୍ୟ, ଅମିଳ
ଅନ୍ୟ ଭାଷାରେ ଅନୁବାଦ :
Not available or accessible or at hand.
Fresh milk was unavailable during the emergency.ଅର୍ଥ : ଯାହାର ମୂଲ୍ୟ କରିହୁଏ ନୁହେଁ
ଉଦାହରଣ :
ମହାପୁରୁଷଙ୍କ ବାଣୀ ଅମୂଲ୍ୟ
ଅନ୍ୟ ଭାଷାରେ ଅନୁବାଦ :