ଅର୍ଥ : ସମ୍ମାନ ଦେବା ବେଳେ କାହାକୁ ନିଜ ସହିତ ଆସନ ଉପରେ ବସାଇବାର କାର୍ଯ୍ୟ
ଉଦାହରଣ :
ଗୁରୁଙ୍କ ସହ ଅର୍ଦ୍ଧାସନ ପାଇ ଶିଷ୍ୟର ଚକ୍ଷୁ ନିମିଳିତ ହୋଇଗଲା
ଅନ୍ୟ ଭାଷାରେ ଅନୁବାଦ :
सम्मान देने के लिए किसी को अपने साथ आसन पर बैठाने की क्रिया।
गुरु का अर्धासन पाकर शिष्य की आँखें नम हो गईं।
अर्द्धासन,
अर्धासन