ଅର୍ଥ : ଗୋଟିଏ ଅର୍ଥାଳଙ୍କାର
ଉଦାହରଣ :
ଅର୍ଥାନ୍ତରନ୍ୟାସରେ ସାଧାରଣ ଗୁଣ ସହ ବିଶେଷ ବା ବିଶେଷ ସହ ସାଧାରଣ ଗୁଣର ସମର୍ଥନ ହୋଇଥାଏ
ସମକକ୍ଷ : ଅର୍ଥାଂତରନ୍ୟାସ, ଅର୍ଥାଂତରନ୍ୟାସ ଅଳଂକାର, ଅର୍ଥାନ୍ତରନ୍ୟାସ
ଅନ୍ୟ ଭାଷାରେ ଅନୁବାଦ :
एक अर्थालंकार।
अर्थांतरन्यास में सामान्य से विशेष या विशेष से सामान्य का समर्थन होता है।