ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅର୍ଥମନ୍ତ୍ରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥମନ୍ତ୍ରୀ   ବିଶେଷ୍ୟ

ଅର୍ଥ : ରାଷ୍ଟ୍ର ବା ରାଜ୍ୟର ଆୟବ୍ୟୟର ହିସାବ ରଖୁଥିବା ବ୍ୟକ୍ତି

ଉଦାହରଣ : ପି ଚିଦାମ୍ବରମ ବର୍ତ୍ତମାନ ଭାରତର ଅର୍ଥମନ୍ତ୍ରୀ ଅଛନ୍ତି

ସମକକ୍ଷ : ବିତ୍ତମନ୍ତ୍ରୀ


ଅନ୍ୟ ଭାଷାରେ ଅନୁବାଦ :

The minister responsible for state finances.

Smt. Nirmala Sitharamana is 28th Finance Minister of Republic of Bharat.
finance minister, minister of finance