ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅର୍ଜୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଜୀ   ବିଶେଷ୍ୟ

ଅର୍ଥ : ସେହି ଚିଠି ଯେଉଁଥିରେ କାହାକୁ କିଛି ମଗାଯାଇଥାଏ

ଉଦାହରଣ : ତାଙ୍କର ଯାଚିକା ନ୍ୟାୟାଳୟ ଦ୍ୱାରା ଖାରଜ କରିଦିଆଗଲା

ସମକକ୍ଷ : ଅନୁରୋଧ ପତ୍ର, ଆବେଦନ, ଯାଚିକା


ଅନ୍ୟ ଭାଷାରେ ଅନୁବାଦ :

वह पत्र जिसमें किसी से कुछ याचना की गई हो।

उसकी याचिका न्यायालय द्वारा खारिज़ कर दी गई।
अनुरोध पत्र, अर्ज़ी, आवेदन, दरख़ास्त, दरख़्वास्त, दरखास्त, दरख्वास्त, पटिशन, पिटिशन, याचना-पत्र, याचिका

A formal message requesting something that is submitted to an authority.

petition, postulation, request