ଅର୍ଥ : ଦୁର୍ଗାସପ୍ତସତୀର ଆରମ୍ଭରେ ପାଠ କରାଯାଉଥିବା ଏକ ସ୍ତୋତ୍ର
ଉଦାହରଣ :
ସଂଗୀତା ମଧୁର ସ୍ୱରରେ ଅର୍ଗଳା ପାଠ କଲା
ଅନ୍ୟ ଭାଷାରେ ଅନୁବାଦ :
दुर्गासप्तशती के आदि में पाठ किया जाने वाला एक स्तोत्र।
संगीता ने मधुर सुर में मत्स्यसूक्त का पाठ किया।ଅର୍ଥ : ହାତୀ ଗୋଡ଼ରେ ବନ୍ଧା ହେଉଥିବା ଶିକୁଳି
ଉଦାହରଣ :
ମାହୁନ୍ତ ହାତୀ ଗୋଡରେ ଅର୍ଗଳା ବାନ୍ଧୁଛି
ଅନ୍ୟ ଭାଷାରେ ଅନୁବାଦ :