ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅରୁନ୍ଧତୀ ତାରା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅରୁନ୍ଧତୀ ତାରା   ବିଶେଷ୍ୟ

ଅର୍ଥ : ସପ୍ତର୍ଷି ତାରାମଣ୍ଡଳରେ ଉଉଁଥିବା ଏକ ତାରା

ଉଦାହରଣ : ଏକ ପ୍ରଥାନୁସାରେ ବିବାହପରେ କେତେକ ଲୋକ ନିଜ ସ୍ତ୍ରୀଙ୍କୁ ଆକାଶରେ ଉଇଁଥିବା ଅରୁନ୍ଧତୀ ତାରା ଦେଖାନ୍ତି


ଅନ୍ୟ ଭାଷାରେ ଅନୁବାଦ :

सप्तर्षि तारों के पास उगने वाला एक तारा।

एक प्रथा के अनुसार विवाहोपरांत कुछ लोग अपनी पत्नी को आकाश में उगे अरुंधती को दिखाते हैं।
अरुंधती, अरुन्धती