ଅର୍ଥ : ଏକ ରୋଗ ଯେଉଁଥିରେ ଇଚ୍ଛା ହେଉଥିଲେ ମଧ୍ୟ ଖାଇ ହୁଏ ନାହିଁ
ଉଦାହରଣ :
ଘୃଣିତ ଅବା ଦୁର୍ଗନ୍ଧଯୁକ୍ତ ବସ୍ତୁ ଦେଖିବା ଅବା ଖାଇବାଯୋଗୁଁ ଅରୁଚି ହୋଇଥାଏ
ସମକକ୍ଷ :
ଅରୁଚି
ଅନ୍ୟ ଭାଷାରେ ଅନୁବାଦ :
एक रोग जिसमें इच्छा होने पर भी खाया नहीं जाता है।
अरोचक घृणित या दुर्गंधयुक्त वस्तुओं को देखने या खाने से होता है।
अरोचक,
अरोचक रोग