ଅର୍ଥ : ସମୁଦ୍ରକୁ ମନ୍ଥନ କରି ଅମୃତ ବାହାର କରିବାର ପ୍ରକ୍ରିୟା
ଉଦାହରଣ :
ଅମୃତ ମନ୍ଥନ ପରେ ବାହାରିଥିବା ଅମୃତକୁ ପିଇବା ପାଇଁ ଦେବତା-ଅସୁର ମଧ୍ୟରେ ଲଢେଇ ହେଲା
ସମକକ୍ଷ : ଅମୃତ ମଂଥନ
ଅନ୍ୟ ଭାଷାରେ ଅନୁବାଦ :
अमृत निकालने के लिये किया गया समुद्र का मंथन।
अमृत-मंथन के बाद अमृत निकलते ही उसे पीने के लिए सुर-असुर आपस में लड़ने लगे।