ଅର୍ଥ : ଇସଲାମ ଧର୍ମ ଅନୁସାରେ ଶୁଭାଶୁଭ କର୍ମ ଲେଖା ଯିବା ପୁସ୍ତକ
ଉଦାହରଣ :
ପ୍ରଳୟ କାଳରେ ଅମାଲନାମା ଅନୁସାରେ ଭଲମନ୍ଦ ଶୁଣାଇ ଦିଆଯାଏ
ସମକକ୍ଷ : କର୍ମପୁସ୍ତକ
ଅନ୍ୟ ଭାଷାରେ ଅନୁବାଦ :
इस्लाम धर्म के अनुसार शुभाशुभ कर्म अंकित करने की पुस्तक।
प्रलयकाल में आमालनामे के अनुसार लेखाजोखा सुनाया जाता है।