ଅର୍ଥ : ଯେଉଁ ଧନ ଜାମିନଦାରଙ୍କଦ୍ୱାରା କାହାରି ଜାମିନ ରୂପରେ ଜମା କରାଯାଏ
ଉଦାହରଣ :
ଅମାନତ ଜମା କରିବା ପରେ ହିଁ ତାଙ୍କୁ ଜାମିନ ମିଳିଲା
ସମକକ୍ଷ : ପ୍ରତିଭୂତି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : (ଦରକାରବେଳେ କାମରେ ଆସିବା ) କାହାର ପାଖରେ ରଖାଯାଉଥିବା ଅନ୍ୟର ବସ୍ତୁ ବା ଦ୍ରବ୍ୟ
ଉଦାହରଣ :
ଆପଣଙ୍କ ଅମାନତ ମୋ ପାଖରେ ସୁରକ୍ଷିତ
ଅନ୍ୟ ଭାଷାରେ ଅନୁବାଦ :
The delivery of personal property in trust by the bailor to the bailee.
bailmentଅର୍ଥ : ଜାମିନ ବଦଳରେ ଦିଆ ଯାଉଥିବା ଧନରାଶି
ଉଦାହରଣ :
ପାଞ୍ଚ ହଜାର ଟଙ୍କା ଅମାନତ ଜମା କରିବାପରେ ହିଁ ରାକେଶକୁ ଜାମିନ ମିଳିଲା
ଅର୍ଥ : ନିଜର କିଛି ଜିନିଷକୁ କିଛି ଦିନପାଇଁ ଅନ୍ୟ କାହାପାଖରେ ରଖିବାର କ୍ରିୟା
ଉଦାହରଣ :
ମୁଁ ଅମାନତକୁ ଡରୁଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କଥାରେ, ଲିଖିତାକାରରେ ଅଥବା କିଛି ଟଙ୍କା ଜମାକରି କୌଣସି ବ୍ୟକ୍ତି ବା କାର୍ଯ୍ୟର ଯେଉଁ ଉତ୍ତରଦାୟିତ୍ୱ ନିଜ ଉପରକୁ ନିଆଯାଏ
ଉଦାହରଣ :
ନ୍ୟାୟାଧୀଶ ଅମାନତ ପରିମାଣ ଏକହଜାରଟଙ୍କା ବୋଲି ନିର୍ଦ୍ଧାରଣ କଲେ
ଅନ୍ୟ ଭାଷାରେ ଅନୁବାଦ :