ଅର୍ଥ : ଅମଳରେ ବା ପ୍ରୟୋଗରେ ଆଣିବାର କ୍ରିୟା
ଉଦାହରଣ :
ସରକାର ଏହି ଯୋଜନାରେ ଅମଳୀକରଣ ଉପରେ ଯୋର ଦେଉଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
The act of implementing (providing a practical means for accomplishing something). Carrying into effect.
effectuation, implementation