ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅମର୍ତ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅମର୍ତ୍ୟ   ବିଶେଷଣ

ଅର୍ଥ : ଯିଏ କେବେ ମରେ ନାହିଁ ବା ଯେ ମୃତ୍ୟୁକୁ ଜୟ କରିଛି

ଉଦାହରଣ : ପୌରାଣିକ କାହାଣୀ ଅନୁସାରେ ଅମୃତ ପିଇବାଦ୍ୱାରା ପ୍ରାଣୀ ଅମର ହୋଇଯାଏ

ସମକକ୍ଷ : ଅମର, କାଳଜୟୀ, କାଳାତୀତ, ଚିରଞ୍ଜିବୀ, ମୃତ୍ୟୁଞ୍ଜୟ, ମୃତ୍ୟୁଞ୍ଜୟୀ


ଅନ୍ୟ ଭାଷାରେ ଅନୁବାଦ :

जो कभी मरे नहीं या जिसने मृत्यु को जीत लिया हो।

पौराणिक कहानियों के अनुसार अमृत पीने से जीव अमर हो जाता है।
अमर, अमरण, अमर्त, अमर्त्य, कालजयी, कालजीत, कालातीत, चिरंजी, चिरंजीव, चिरंजीवी, चिरजीवी, मृत्यु विजेता, मृत्युंजयी

Not subject to death.

immortal