ଅର୍ଥ : ଯେଉଁ ସ୍ଥାନରେ ପଶୁପକ୍ଷୀମାନଙ୍କ ସଂରକ୍ଷଣ କରାଯାଏ
ଉଦାହରଣ :
ଶୀତ ଋତୁରେ ଭାରତର ଅଭୟାରଣ୍ୟଗୁଡ଼ିକୁ ବହୁତ ବିଦେଶୀ ପକ୍ଷୀ ଆସିଥାନ୍ତି
ସମକକ୍ଷ : ସଂରକ୍ଷିତ ବନ
ଅନ୍ୟ ଭାଷାରେ ଅନୁବାଦ :
वह स्थान जहाँ पर पशु-पक्षियों को संरक्षण दिया जाता है।
शीत काल में भारत के अभयारण्यों में बहुत सारे प्रवासी पक्षी आते हैं।