ଅର୍ଥ : ଯେ ଉଚ୍ଚ ବା ଯେଉଁଥିରେ ବହୁତ ସଂଶୋଧନ ହୋଇଛି
ଉଦାହରଣ :
ଆମେରିକା ଗୋଟିଏ ବିକଶିତ ରାଷ୍ଟ୍ର
ସମକକ୍ଷ : ଉନ୍ନତ, ବିକଶିତ, ସୁବିକଶିତ
ଅନ୍ୟ ଭାଷାରେ ଅନୁବାଦ :
(used of societies) having high industrial development.
Developed countries.ଅର୍ଥ : ଅଭିବାଦନପାଇଁ ଠିଆ ହୋଇଥିବା ବା ଆଦରଣୀୟ ବ୍ୟକ୍ତିର ସମ୍ମାନାର୍ଥେ ଉଠି ଠିଆ ହେଉଥିବା
ଉଦାହରଣ :
ଅଭ୍ୟୁଥିତ ବାଳକ ହାତରେ ଫୁଲତୋଡ଼ା ଧରିଥିଲା
ଅନ୍ୟ ଭାଷାରେ ଅନୁବାଦ :
अभिवादन के लिए खड़ा हुआ या आदरणीय व्यक्ति के सम्मानार्थ उठकर खड़ा हुआ।
अभ्युत्थित बालक हाथ में गुलदस्ता पकड़े था।