ଅର୍ଥ : ବିଧି,କାନୁନ ଆଦି ବିରୁଦ୍ଧରେ କାରବାର କରିବା
ଉଦାହରଣ :
ରାକେଶ ହତିଆରର ବେଆଇନ କାରବାର କରେ
ସମକକ୍ଷ : ଅବୈଧ କାରବାର କରିବା, ବେଆଇନ କାରବାର କରିବା
ଅନ୍ୟ ଭାଷାରେ ଅନୁବାଦ :
* विधि, क़ानून आदि के विरुद्ध सौदा करना।
राकेश हथियारों का अवैध सौदा करता है।