ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବିନାଶର ଅଭାବ
ଉଦାହରଣ : ଆପଣ କଣ ଜଗତର ବସ୍ତୁ ସମୂହକୁ ଅବିନାଶୀ ରୂପେ କଳ୍ପନା କରିପାରିବେ
ସମକକ୍ଷ : ଅକ୍ଷୟ, ଚିରଞ୍ଜିବୀ
ଅନ୍ୟ ଭାଷାରେ ଅନୁବାଦ :हिन्दी
विनाश का अभाव।
ଅର୍ଥ : ସବୁବେଳେ ରହିବା ବାଲା
ଉଦାହରଣ : ଇଶ୍ୱର ହେଉଛନ୍ତି ଶାଶ୍ୱତ
ସମକକ୍ଷ : ଅନନ୍ତ, ଅବିନଶ୍ୱର, କାଳାତୀତ, ଚିରସ୍ଥାୟୀ, ନିତ୍ୟ, ଶାଶ୍ୱତ, ସନାତନ
ଅନ୍ୟ ଭାଷାରେ ଅନୁବାଦ :हिन्दी English
बहुत दिनों तक बना रहनेवाला।
Unaffected by time.
ଅର୍ଥ : ଯାହାର କେବେ ନାଶ ହୁଏନାହିଁ
ଉଦାହରଣ : ଆତ୍ମା ଅମର
ସମକକ୍ଷ : ଅକ୍ଷୁଣ୍ଣ, ଅକ୍ଷୟ, ଅବିନଶ୍ୱର, ଅମର, ଶାଶ୍ୱତ
जिसका कभी नाश न हो या सदा बना रहनेवाला।
Not subject to death.
ସଂସ୍ଥାପନ କରନ୍ତୁ