ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅବକର୍ଷଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅବକର୍ଷଣ   ବିଶେଷ୍ୟ

ଅର୍ଥ : ତଳକୁ ଟାଣିନେବାର କ୍ରିୟା

ଉଦାହରଣ : ବରମୁଦା ତ୍ରିକୋଣର ଅବକର୍ଷଣ ଆଜିବି ରହସ୍ୟମୟ ହୋଇ ରହିଛି


ଅନ୍ୟ ଭାଷାରେ ଅନୁବାଦ :

नीचे की ओर खींच ले जाने की क्रिया।

बरमुदा त्रिकोण का अवकर्षण आज भी रहस्यमय बना हुआ है।
अवकर्षण

ଅର୍ଥ : କିଛି ପଦାର୍ଥକୁ ବଳପୂର୍ବକ ଟାଣିନେବା ଅବା ବାହାର କରିଦେବାର କାର୍ଯ୍ୟ

ଉଦାହରଣ : ନାବିକକୁ ସମୁଦ୍ର ଲହରୀର ଅବକର୍ଷଣ ଭୟଭୀତ କଲା


ଅନ୍ୟ ଭାଷାରେ ଅନୁବାଦ :

बलपूर्वक किसी पदार्थ को खींच लेने या बाहर निकालने की क्रिया।

समूद्र की लहरों का अवकर्षण नाविक को भयभीत करने लगा।
अवकर्षण