ଅର୍ଥ : କେତେକ ବସ୍ତୁମାନଙ୍କ ଗୁଣ ମାନ ଆଦି କ୍ଷେତ୍ରରେ ଗୋଟିଏ ଠାରୁ ଅନ୍ୟର କମ୍ ବା ବେଶି ଅଥବା ସେମାନଙ୍କର ଭଲ ବା ଖରାପର ବିଚାର
ଉଦାହରଣ :
ରାମ ତୁଳନାରେ ଶ୍ୟାମ ଅଧିକ ଚତୁର
ସମକକ୍ଷ : ତୁଳନା, ପ୍ରତିକୂଳତା, ପ୍ରତିଦ୍ୱନ୍ଦିତା, ପ୍ରତିଯୋଗିତା, ବିପକ୍ଷତା, ବିରୋଧିତା
ଅନ୍ୟ ଭାଷାରେ ଅନୁବାଦ :
Relation based on similarities and differences.
comparisonଅର୍ଥ : କୌଣସି କାମ ହେବା ବା କାହାକୁ ଭରସା କରି ରହିବା କ୍ରିୟା ବା ଭାବ
ଉଦାହରଣ :
ମୁଁ ଏଠି ବସି ରାମର ପ୍ରତୀକ୍ଷା କରୁଛି
ସମକକ୍ଷ : ପ୍ରତୀକ୍ଷା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଜଣକୁ ଅନ୍ୟସହିତ ତୁଳନା କରିବା
ଉଦାହରଣ :
ପାଠପଢ଼ାରେ ରାମ ଶ୍ୟାମଠାରୁ ତୁଳନାତ୍ମକ ଭାବେ ଅଧିକ ଭଲ
ସମକକ୍ଷ : ଅପେକ୍ଷାକୃତ ଭାବେ, ତୁଳନାତ୍ମକ ଭାବେ, ତୁଳନାରେ
ଅନ୍ୟ ଭାଷାରେ ଅନୁବାଦ :