ଅର୍ଥ : ଯେଉଁ ସ୍ଥାନ ପବିତ୍ର ନୁହେଁ
ଉଦାହରଣ :
ଧର୍ମ ବିଶ୍ୱାସରେ ଭୂତପ୍ରେତମାନେ ଅପବିତ୍ର ସ୍ଥାନରେହିଁ ବାସ କରନ୍ତି
ସମକକ୍ଷ : ଅପବିତ୍ର ସ୍ଥାନ, ଅପବିତ୍ରସ୍ଥଳୀ
ଅନ୍ୟ ଭାଷାରେ ଅନୁବାଦ :
वह स्थान जो पवित्र न हो।
धार्मिक मान्यता है कि भूत-प्रेत अपवित्र स्थानों पर ही निवास करते हैं।