ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହାକୁ ପିନ୍ଧାଯାଇ ନ ଥାଏ(ଲୁଗା)
ଉଦାହରଣ : ମୋ ଆଈମା ଅପିନ୍ଧା ଶାଢୀ କେବେ ବି ପିନ୍ଧୁ ନଥିଲେ
ସମକକ୍ଷ : ଅବ୍ୟବହୃତ
ଅନ୍ୟ ଭାଷାରେ ଅନୁବାଦ :हिन्दी English
जो पहना न गया हो या बिना पहना (नया कपड़ा)।
Not yet used or soiled.
ଅର୍ଥ : ଧାରଣ କରାଯାଇ ନ ଥିବା
ଉଦାହରଣ : ଅପିନ୍ଧା ବସ୍ତ୍ର ସାଇତା ହୋଇଅଛି
ଅନ୍ୟ ଭାଷାରେ ଅନୁବାଦ :हिन्दी
धारण न किया हुआ।
ସଂସ୍ଥାପନ କରନ୍ତୁ