ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅପାରଦର୍ଶିତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅପାରଦର୍ଶିତା   ବିଶେଷ୍ୟ

ଅର୍ଥ : ଅପାରଦର୍ଶୀ ହେବାର ଅବସ୍ଥା ବା ଗୁଣ

ଉଦାହରଣ : ଅପାରଦର୍ଶିତା କାରଣରୁ ଆମେ ଏହି କାର୍ଯ୍ୟ ଠିକ୍ ରୂପେ କରିପାରୁ ନାହୁଁ


ଅନ୍ୟ ଭାଷାରେ ଅନୁବାଦ :

अपारदर्शी होने की अवस्था या गुण।

अपारदर्शिता के कारण हम इस पर्दे के पीछे नहीं देख सकते।
अपारदर्शिता

The quality of being opaque to a degree. The degree to which something reduces the passage of light.

opacity, opaqueness