ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଅନ୍ନରୁ ଉତ୍ପନ୍ନ ହେଉଥିବା ଦୋଷ ବା ବିକାର
ଉଦାହରଣ : ଅନ୍ନଦୋଷରୁ ବଞ୍ଚିବାପାଇଁ ସର୍ବଦା ସତେଜ ଏବଂ ପୁଷ୍ଟିକର ଭୋଜନ କରିବା ଉଚିତ
ସମକକ୍ଷ : ଅନ୍ନ-ଦୋଷ
ଅନ୍ୟ ଭାଷାରେ ଅନୁବାଦ :हिन्दी
अन्न से उत्पन्न होने वाले दोष या विकार।
ଅର୍ଥ : ନିଷିଦ୍ଧ ବ୍ୟକ୍ତି ବା ସ୍ଥାନର ଭୋଜନରେ ଉତ୍ପନ୍ନ ହେଉଥିବା ଦୋଷ
ଉଦାହରଣ : ଆଜିକାଲି ଲୋକେ ଅନ୍ନଦୋଷ ଉପରେ କମ୍ ଧ୍ୟାନ ଦେଉଛନ୍ତି
निषिद्ध व्यक्ति या स्थान के भोजन से उत्पन्न दोष।
ସଂସ୍ଥାପନ କରନ୍ତୁ