ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନ୍ନକୂଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନ୍ନକୂଟ   ବିଶେଷ୍ୟ

ଅର୍ଥ : ବୈଷ୍ଣବଙ୍କଦ୍ୱାରା କାର୍ତ୍ତିକ ଶୁକ୍ଳପକ୍ଷ ପ୍ରତିପଦରେ ପାଳନ କରାଯାଉଥିବା ଏକ ଉତ୍ସବ

ଉଦାହରଣ : ଅନ୍ନକୂଟ ଦିନ ନାନା ପ୍ରକାରର ଭୋଜନରେ ଭଗବାନଙ୍କୁ ଭୋଗ ଲାଗି କରାଯାଏ

ସମକକ୍ଷ : ଅନ୍ନ-କୂଟ


ଅନ୍ୟ ଭାଷାରେ ଅନୁବାଦ :

वैष्णवों के द्वारा कार्तिक शुक्ल प्रतिपदा को मनाया जाने वाला एक उत्सव।

अन्नकूट के दिन नाना प्रकार के भोजनों से भगवान को भोग लगाया जाता है।
अन्न-कूट, अन्नकूट