ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନ୍ନ-ଦୋଷ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନ୍ନ-ଦୋଷ   ବିଶେଷ୍ୟ

ଅର୍ଥ : ଅନ୍ନରୁ ଉତ୍ପନ୍ନ ହେଉଥିବା ଦୋଷ ବା ବିକାର

ଉଦାହରଣ : ଅନ୍ନଦୋଷରୁ ବଞ୍ଚିବାପାଇଁ ସର୍ବଦା ସତେଜ ଏବଂ ପୁଷ୍ଟିକର ଭୋଜନ କରିବା ଉଚିତ

ସମକକ୍ଷ : ଅନ୍ନଦୋଷ


ଅନ୍ୟ ଭାଷାରେ ଅନୁବାଦ :

अन्न से उत्पन्न होने वाले दोष या विकार।

अन्नदोष से बचने के लिए सदा ताज़ा एवं पौष्टिक भोजन करना चाहिए।
अन्न-दोष, अन्नदोष

ଅର୍ଥ : ନିଷିଦ୍ଧ ବ୍ୟକ୍ତି ବା ସ୍ଥାନର ଭୋଜନରେ ଉତ୍ପନ୍ନ ହେଉଥିବା ଦୋଷ

ଉଦାହରଣ : ଆଜିକାଲି ଲୋକେ ଅନ୍ନଦୋଷ ଉପରେ କମ୍‌ ଧ୍ୟାନ ଦେଉଛନ୍ତି

ସମକକ୍ଷ : ଅନ୍ନଦୋଷ


ଅନ୍ୟ ଭାଷାରେ ଅନୁବାଦ :

निषिद्ध व्यक्ति या स्थान के भोजन से उत्पन्न दोष।

आजकल लोग अन्नदोष पर ध्यान कम देते हैं।
अन्न-दोष, अन्नदोष