ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନ୍ଧପୁଟୁଳି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନ୍ଧପୁଟୁଳି   ବିଶେଷ୍ୟ

ଅର୍ଥ : ବଳଦ ଆଖିକୁ ଘୋଡ଼ାଇବାପାଇଁ ତାହାଉପରେ ଲଗାଯାଉଥିବା ଢାଙ୍କୁଣୀ ପରି ଏକ ବସ୍ତୁ

ଉଦାହରଣ : ତେଲ ପେଡ଼ାଯାଉଥିବା ଘଣାରେ ଯୋଚା ଯାଇଥିବା ବଳଦ ଆଖିରେ ଅନ୍ଧପୁଟୁଳି ବନ୍ଧାଯାଇଥାଏ

ସମକକ୍ଷ : ବଳଦ ଆଖିର ପଟି


ଅନ୍ୟ ଭାଷାରେ ଅନୁବାଦ :

बैल की आँखों को ढकने के लिए उन पर लगाई जाने वाली ढक्कन की तरह की वस्तु।

तेल पेरने वाले कोल्हू में जुते हुए बैल को अंटीतल पहनाया जाता है।
अंटीतल