ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନ୍ତର୍ବେଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନ୍ତର୍ବେଦ   ବିଶେଷ୍ୟ

ଅର୍ଥ : ଯେଉଁ ଦେଶରେ ଯଜ୍ଞ କରିବାପାଇଁ ବେଦୀ ରହିଛି

ଉଦାହରଣ : ଅନ୍ତର୍ବେଦରେ ଏକଶହ ଏକ କୁଣ୍ଡୀୟ ଯଜ୍ଞ ହେଉଛି

ସମକକ୍ଷ : ଅଂତର୍ବେଦ


ଅନ୍ୟ ଭାଷାରେ ଅନୁବାଦ :

वह देश जिसमें यज्ञ करने की वेदियाँ हों।

अंतर्वेद में एक सौ एक कुण्डीय यज्ञ हो रहा है।
अंतर्वेद, अन्तर्वेद

ଅର୍ଥ : ଗଙ୍ଗା ଓ ଯମୁନାର ମଧ୍ୟବର୍ତ୍ତୀ ଦେଶ

ଉଦାହରଣ : ସେମାନେ ଅନ୍ତର୍ବେଦ ଭ୍ରମଣ କରିବାପାଇଁ ଯାଇଛନ୍ତି


ଅନ୍ୟ ଭାଷାରେ ଅନୁବାଦ :

गंगा तथा यमुना के मध्य का देश।

वे अंतर्वेद की परिक्रमा पर गए हुए हैं।
अंतर्वेद, अन्तर्वेद, ब्रह्मावर्त