ଅର୍ଥ : କୌଣସି ଦେଶର ଭିତର ଭାଗରେ ହେଉଥିବା ବାଣିଜ୍ୟ ବା ବ୍ୟବସାୟ
ଉଦାହରଣ :
ସରକାର ଅନ୍ତର୍ବାଣିଜ୍ୟର ପ୍ରୋତ୍ସାହନ କରୁଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
किसी देश के आंतरिक या भीतरी भागों में होने वाला वाणिज्य या व्यवसाय।
सरकार अंतर्वाणिज्य को बढ़ावा दे रही है।