ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନ୍ତର୍ନିବିଷ୍ଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ଯାହା ଭିତରେ ସ୍ଥାୟୀ ରୂପରେ ସ୍ଥିତ

ଉଦାହରଣ : କିଛି ଲୋକଙ୍କ ଭିତରେ କମ କଥା କହିବାର ଅନ୍ତନିର୍ହିତ ଗୁଣ ବିଦ୍ୟମାନ ଥାଏ

ସମକକ୍ଷ : ଅନ୍ତନିର୍ହିତ, ଅନ୍ତର୍ନିଷ୍ଠ


ଅନ୍ୟ ଭାଷାରେ ଅନୁବାଦ :

जो अंदर स्थायी रूप से स्थित हो।

कुछ लोगों में कम बोलने का अंतर्निहित गुण विद्यमान होता है।
अंतर्निविष्ट, अंतर्निष्ठ, अंतर्निहित, अन्तर्निविष्ट, अन्तर्निष्ठ, अन्तर्निहित

Existing as an essential constituent or characteristic.

The Ptolemaic system with its built-in concept of periodicity.
A constitutional inability to tell the truth.
built-in, constitutional, inbuilt, inherent, integral