ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ନଦୀର ଜଳ ପ୍ରବାହ ଭିତରେ ହୁଏ ଏବଂ ବାହାରକୁ ଦେଖାଯାଏ ନାହିଁ
ଉଦାହରଣ : ସରସ୍ବତୀ, ଫଲ୍ଗୁ ଆଦି ଅନ୍ତଃସଲୀଳା ନଦୀ
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह नदी जिसके जल का प्रवाह भीतर हो और बाहर से दिखाई न दे।
A large natural stream of water (larger than a creek).
ସଂସ୍ଥାପନ କରନ୍ତୁ