ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନୁସନ୍ଧାନୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନୁସନ୍ଧାନୀ   ବିଶେଷ୍ୟ

ଅର୍ଥ : ଅନୁସନ୍ଧାନ କରିବା ବାଲା ବ୍ୟକ୍ତି

ଉଦାହରଣ : ଅନୁସନ୍ଧାନୀ ଅନୁସନ୍ଧାନ କାର୍ଯ୍ୟରେ ଲାଗିରହିଛି

ସମକକ୍ଷ : ଅନୁସଂଧାନ କର୍ତ୍ତା, ଅନୁସଂଧାନୀ, ଅନୁସନ୍ଧାନ କର୍ତ୍ତା

ଅନୁସନ୍ଧାନୀ   ବିଶେଷଣ

ଅର୍ଥ : ଖୋଜିବା ବ୍ୟକ୍ତି

ଉଦାହରଣ : ଚୋରର ଖବର ଅନୁସନ୍ଧାନୀ କୁକୁରମାନଙ୍କଦ୍ୱାରା ନିଆଯାଉଛି ଅନୁସନ୍ଧାନୀ ପୁରୁଷ କେଉଁଠାରେ ଗାଏବ ହୋଇଗଲା?


ଅନ୍ୟ ଭାଷାରେ ଅନୁବାଦ :

ढूँढ़ने या तलाश करने वाला।

खोजी कुत्तों द्वारा चोर का पता लगाया जा रहा है।
तालिब मर्द कहाँ गायब हो गया?
अनुसंधेय, अनुसन्धेय, खोजी, तालिब