ଅର୍ଥ : କୌଣସି ଘଟଣା କିମ୍ବା ବିଷୟରେଥିବା ମୂଳ କାରଣର ରହସ୍ୟ ଅନ୍ୱେଷଣ କରିବାର କ୍ରିୟା
ଉଦାହରଣ :
ଏହି ଘଟଣାର ଯାଞ୍ଚ ଉଚ୍ଚ ଅଧିକାରୀଙ୍କଦ୍ୱାରା କରାଯିବ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଅତି ଧ୍ୟାନର ସହ ଦେଖିବାର ପ୍ରକ୍ରିୟା
ଉଦାହରଣ :
ବିଦ୍ୟାର୍ଥୀ ପ୍ରୟୋଗଶାଳାରେ ଅନୁସନ୍ଧାନ କରୁଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
The act of noticing or paying attention.
He escaped the notice of the police.ଅର୍ଥ : ହଜିଯାଇଥିବା ବା ଲୁଚି ରହିଥିବା ବସ୍ତୁକୁ ପାଇବାପାଇଁ କାହାରି ଶରୀର ବା ଘର ଆଦି ପରୀକ୍ଷା କରିବା
ଉଦାହରଣ :
ଉଡ଼ାଜାହାଜରେ ଚଢ଼ିବାପୂର୍ବରୁ ଲୋକମାନଙ୍କୁ ଯାଞ୍ଚ କରାଯାଏ
ସମକକ୍ଷ : ତନଖି, ତଲାସ, ପରଖ, ଯାଞ୍ଚ
ଅନ୍ୟ ଭାଷାରେ ଅନୁବାଦ :
खोई या छिपाई हुई वस्तु को पाने के लिए किसी के शरीर या घर आदि की जाँच-पड़ताल।
हवाई यात्रा करने से पूर्व लोगों की तलाशी ली जाती है।