ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନୁବାଦ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନୁବାଦ୍ୟ   ବିଶେଷଣ

ଅର୍ଥ : ଯାହାର ଅନୁବାଦ ହେବାକୁ ଅଛି

ଉଦାହରଣ : ଅନୁବାଦକ ଅନୁବାଦ୍ୟ ଗ୍ରନ୍ଥକୁ ପଠାଇବାକୁ କହିଛନ୍ତି


ଅନ୍ୟ ଭାଷାରେ ଅନୁବାଦ :

जिसका अनुवाद होने को हो।

अनुवादक ने अनुवाद्य ग्रंथ को भेजने कहा है।
अनुवाद्य

ଅର୍ଥ : ଯାହା ଅନୁବାଦ କରିବା ଯୋଗ୍ୟ

ଉଦାହରଣ : ସମସ୍ତ ରଚନା ଅନୁବାଦ ଯୋଗ୍ୟ ନୁହେଁ

ସମକକ୍ଷ : ଅନୁବାଦ ଯୋଗ୍ୟ


ଅନ୍ୟ ଭାଷାରେ ଅନୁବାଦ :

अनुवाद करने योग्य।

सभी रचनाएँ अनुवाद्य नहीं होती हैं।
अनुवाद्य

Capable of being put into another form or style or language.

Substances readily translatable to the American home table.
His books are eminently translatable.
translatable