ଅର୍ଥ : ଗୋଟିଏ ଭାଷାରେ ଲେଖା ହୋଇଥିବା ବିଷୟ ବା କୁହାଯାଉଥିବା କଥାକୁ ଅନ୍ୟ ଭାଷାରେ ଲେଖିବା ବା କହିବା କାର୍ଯ୍ୟ
ଉଦାହରଣ :
ଅଧିକାଂଶ ଭାଷାରେ ରାମାୟଣର ଅନୁବାଦ ହୋଇଛି
ସମକକ୍ଷ : ଭାଷାନ୍ତର
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ଜଟିଳ ବାକ୍ୟର ଅର୍ଥଗତ ସ୍ପଷ୍ଟୀକରଣ
ଉଦାହରଣ :
ସଂସ୍କୃତ ଶ୍ଳୋକର ବ୍ୟାଖ୍ୟା ସାଧାରଣ ଲୋକଙ୍କଦ୍ୱାରା ସମ୍ଭବପର ନୁହେଁ
ସମକକ୍ଷ : ଅର୍ଥକରଣ, ବାଖ୍ୟାକରଣ, ବ୍ୟାଖ୍ୟା, ଭାବବିସ୍ତାର
ଅନ୍ୟ ଭାଷାରେ ଅନୁବାଦ :
किसी जटिल वाक्य आदि के अर्थ का स्पष्टीकरण।
संस्कृत श्लोकों की व्याख्या सबके बस की बात नहीं है।The act of making clear or removing obscurity from the meaning of a word or symbol or expression etc..
explicationଅର୍ଥ : ଅନୁବାଦିତ ରଚନା
ଉଦାହରଣ :
ଏହି ଅନୁବାଦରେ ବହୁତ ଗୁଡ଼ିଏ ଭୁଲ ରହିଛି
ଅନ୍ୟ ଭାଷାରେ ଅନୁବାଦ :
A written communication in a second language having the same meaning as the written communication in a first language.
interlingual rendition, rendering, translation, version