ଅର୍ଥ : ଯେଉଁ ଶବ୍ଦାଳଙ୍କାରର କୌଣସି ପଦରେ ଗୋଟିଏ ଅକ୍ଷରର ବାରମ୍ବାର ବ୍ୟବହାର ହୁଏ
ଉଦାହରଣ :
ସଜ କରି ତୁଡ଼ୁକେ ଘୋଡ଼ାକୁ ଚଢ଼ିଲେ, ରେଡ଼ିକି ମାରି ଧାଡ଼ି ଧାଡ଼ି ବାହାରିଲେପଦଟି ଓଡ଼ିଆ ଅନୁପ୍ରାସ ଅଳଙ୍କାରର ଉଦାହରଣ
ସମକକ୍ଷ : ଅନୁପ୍ରାସ
ଅନ୍ୟ ଭାଷାରେ ଅନୁବାଦ :
वह शब्दालंकार जिसमें किसी पद में एक ही अक्षर बार-बार आता है।
चारु चंद्र की चंचल किरणें, खेल रही थीं जल-थल में वाक्य में अनुप्रास अलंकार है।Use of the same consonant at the beginning of each stressed syllable in a line of verse.
Around the rock the ragged rascal ran.