ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନୁପ୍ରାସ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନୁପ୍ରାସ   ବିଶେଷ୍ୟ

ଅର୍ଥ : ଯେଉଁ ଶବ୍ଦାଳଙ୍କାରର କୌଣସି ପଦରେ ଗୋଟିଏ ଅକ୍ଷରର ବାରମ୍ବାର ବ୍ୟବହାର ହୁଏ

ଉଦାହରଣ : ସଜ କରି ତୁଡ଼ୁକେ ଘୋଡ଼ାକୁ ଚଢ଼ିଲେ, ରେଡ଼ିକି ମାରି ଧାଡ଼ି ଧାଡ଼ି ବାହାରିଲେପଦଟି ଓଡ଼ିଆ ଅନୁପ୍ରାସ ଅଳଙ୍କାରର ଉଦାହରଣ

ସମକକ୍ଷ : ଅନୁପ୍ରାସ ଅଳଙ୍କାର


ଅନ୍ୟ ଭାଷାରେ ଅନୁବାଦ :

वह शब्दालंकार जिसमें किसी पद में एक ही अक्षर बार-बार आता है।

चारु चंद्र की चंचल किरणें, खेल रही थीं जल-थल में वाक्य में अनुप्रास अलंकार है।
अनुप्रास, अनुप्रास अलंकार, शब्दचित्र

Use of the same consonant at the beginning of each stressed syllable in a line of verse.

Around the rock the ragged rascal ran.
alliteration, beginning rhyme, head rhyme, initial rhyme