ଅର୍ଥ : କ୍ରମରେ ନ ହେବା ଅବସ୍ଥା ବା ଭାବ
ଉଦାହରଣ :
କ୍ରମହୀନତା କାରଣରୁ ପୁସ୍ତକାଳୟରେ ଇଚ୍ଛା ମୁତାବକ ପୁସ୍ତକ ମିଳିପାରୁନାହିଁ
ସମକକ୍ଷ : କ୍ରମହୀନତା, ଶୃଙ୍ଖଳାହୀନତା
ଅନ୍ୟ ଭାଷାରେ ଅନୁବାଦ :
क्रम में न होने की अवस्था या भाव।
क्रमहीनता के कारण पुस्तकालय में मनचाही पुस्तक नहीं मिल पा रही है।A condition in which things are not in their expected places.
The files are in complete disorder.